ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାନଦୀ ନେତ୍ର ଚିକିତ୍ସାଳୟକୁ ସ୍ୱାସ୍ଥ୍ୟମନ୍ତ୍ରୀ ଙ୍କ ଗସ୍ତକୁ ବିରୋଧ କରିଛି ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି l ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କ ଗସ୍ତକୁ ସ୍ଥଗିତ ରଖିବା ପାଇଁ ଆଜି ଅପରାହ୍ନ ପ୍ରାୟ 4ଟା 30ମିନିଟ ସମୟରେ ବୀରମହାରାଜପୁର ଥାନାର ଦ୍ୱାରସ୍ଥ ହୋଇ ଏକ।ଦାବିପତ୍ର ପ୍ରଦାନ କରିଛି ଜିଲ୍ଲା ଅନୁସୂଚିତ ଜାତି ସୁରକ୍ଷା ସମିତି। ଏନେଇ ଥାନା ନିକଟରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲା ଅନୁସୂଚିତ ଜାତିସୁରକ୍ଷା ସମିତିର କାର୍ଯକାରୀ ସଭାପତି ପୃଥ୍ବୀ ରଜ ଜଗଡଲା l