ବିନା ହେଲମେଟ୍ ରେ ପୋଲିସ ବାବୁ ବାଇକ୍ ଚଲାଉଥିବା ବେଳେ ସ୍ଥାନୀୟ ଲୋକେ ଭିଡିଓ ଉତ୍ତୋଳନ କରି ସୋସିଆଲ ମିଡିଆରେ ଭାଇରାଲ କରିବା ସହ କାର୍ଯ୍ଯାନୁଷ୍ଠାନ ପାଇଁ ଗଞ୍ଜାମ ଏସପିଙ୍କୁ ଟୁଇଟ୍ ଯୋଗେ ନିବେଦନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଗଞ୍ଜାମ ସହରରୁ ଏଭଳି ଘଟଣା ଆସିଛି।ଏହି ଭିଡିଓ ମଂଗଳବାର ସଂଧ୍ୟାରେ ଭାଇରାଲ ହେଉଛି।