ସୁକିନ୍ଦା: ମଙ୍ଗଳପୁର ପାଖ 53 ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ଯୁବକ ଗୁରୁତର
Sukinda, Jajpur | Nov 11, 2025 ମଙ୍ଗଳପୁର ପାଖ 53 ନଂ ଜାତୀୟ ରାଜପଥରେ ଅଜଣା ଗାଡ଼ି ଦୁର୍ଘଟଣାରେ ବାଇକ ଆରୋହି ଯୁବକ ସୁକିନ୍ଦା ଖଣି ଅଞ୍ଚଳ ଗିରିଙ୍ଗାମାଳି ଗ୍ରାମର ତ୍ରିଲୋଚନ ମହାନ୍ତ ଗୁରୁତର ହୋଇଯାଇଥିଲେ । ତାଙ୍କୁ ଦମକଳ ବାହିନୀର କର୍ମଚାରୀ ମାନଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯିବା ପରେ ଏବେ ତାଙ୍କର ପ୍ରାଥମିକ ଚିକିତ୍ସା ଜାରି ରହିଥିବା ମଙ୍ଗଳବାର ଅପରାହ୍ନ 5 ଘଟିକା ସମୟରେ ଦେଖିବାକୁ ମିଳିଛି ।