ଛତ୍ରପୁର: ବ୍ରହ୍ମପୁର ବିଜିପୁର ପୂଜା ମଣ୍ଡପ ପରିଦର୍ଶନ କରି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କଲେ ବ୍ରହ୍ମପୁର ବିଧାୟକ
ବ୍ରହ୍ମପୁର ସ୍ଥିତ ବିଜିପୁର ପୂଜା ମଣ୍ଡପ ପରିଦର୍ଶନ କରି ମା ଦୁର୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ବ୍ରହ୍ମପୁର ବିଧାୟକ କେ ଅନୀଲ କୁମାର ।ସୋମବାର ପୂର୍ବାହ୍ନରେ ବିଜିପୁର ପୂଜା ମଣ୍ଡପ ସହ ପାଣିଗ୍ରାହୀ ପେଣ୍ଟ ମା ଦଣ୍ଡକାଳୀ ମନ୍ଦିରରେ ମଧ୍ୟ ପୂଜାର୍ଚ୍ଚନା କରିଥାନ୍ତି ବିଧାୟକ।