ପାରମ୍ପରିକ ଦୀପ ସାଙ୍ଗକୁ ଚାଇନା ଲାଇଟ୍ ସେପଟେ ଭଳିକିଭଳି ବାଣ ର ପସରା ଧରି ଖୋଲିଛି ବାଣ ବଜାର। ପାରମ୍ପରିକ ଦୀପ ଓ ତେଲ ର ଚାହିଦାକୁ ଗତ କିଛିବର୍ଷ ଧରି ଖାଇ ଚାଲିଛି ଚାଇନା ଲାଇଟ୍ ଓ ବୈଦ୍ୟୁତିକ ଦୀପ। ଦୀପାବଳୀ ର ପ୍ରଦୂଷଣ କୁ ନେଇ ସଜାଗ ହେଲେଣି ଲୋକେ। ତେଣୁ ଛୋଟ ପିଲା ମଧ୍ୟ ସଚେତନ ହୋଇ କମ ପ୍ରଦୂଷଣ ର ବାଣ ସହିତ। ଗ୍ରୀନ ଫୁଟୁକା ଖୋଜି କିଣୁଛନ୍ତି। ଏନେଇ ଦୀପ ଓ ବାଣ ଦୋକାନୀ ଏବଂ ଛୋଟ ପିଲା ରବିବାର ଦିନ ପ୍ରାୟ ୧୨ଟାରେ ପ୍ରତିକ୍ରିୟା ଦେଇଛନ୍ତି।