ବୀରମହାରାଜପୁର: ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଘେରିଲେ ଷଣ୍ଢା ଗ୍ରାମବାସୀ
ସରକାରୀ ଜମି ଜବର ଦଖଲ ଉଚ୍ଛେଦ ଦାବିରେ ଆଜି ଅପରାହ୍ନ 3ଟା ସମୟରେ ବୀରମହାରାଜପୁର ତହସିଲ କାର୍ଯ୍ୟାଳୟ ଘେରିଲେ ଷଣ୍ଢା ଗ୍ରାମବାସୀ l ସୂଚନା ଅନୁସାରେ ଷଣ୍ଢା ମୈ।ଜା ଖାତା ନମ୍ବର ୩୦୮ ପ୍ଳଟ ନମ୍ବର ୩୫୩ ସରକାରୀ ଜମି ଉପରେ ନିହ ଖୋଳି ଦେଇଛନ୍ତି କିଛି ବ୍ୟକ୍ତି l ଯାହା ଫଳରେ ଗୋ ଚାରଣ ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ଏପରିକି ଗାଁ ଲୋକେ ସେମାନଙ୍କୁ ମୈ।ଖିକ ଆକାରରେ କହିଲେ ମଧ୍ୟ ଆମ କଥାକୁ ବେଖାତିର୍ କରି ଜବର ଦଖଲ କରୁଛନ୍ତି। ଏଣୁ ଆଜି ଗ୍ରାମବାସୀ ତହସିଲ କାର୍ଯ୍ୟାଳୟ ଘେରିବା ସହ ତୁରନ୍ତ ଜବର ଦଖଲ କାରିଙ୍କୁ ଉଚ୍ଛେଦ କରିବାକୁ ଦାବି କରିବା ସହ ଏକ ଦାବିପତ୍ର ପ୍ରଦାନ କ