ପଟ୍ଟାଙ୍ଗୀ: କୋରାପୁଟ ଜିଲ୍ଲାପାଳଙ୍କୁ କାର୍ଯ୍ୟାଳୟରେ ସାକ୍ଷାତ କରି ବିଦାୟୀ ସମ୍ବର୍ଦ୍ଧନା ଜଣାଇଲେ ସେମିଳିଗୁଡା ବ୍ଳକ ଉପାଧ୍ୟକ୍ଷ
Pottangi, Koraput | Jul 24, 2025
କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନଙ୍କ ଗଞ୍ଜାମ ଜିଲ୍ଲାପାଳ ଭାବରେ ବଦଳି ହୋଇଥିବା ବେଳେ ଆଜି ସନ୍ଧ୍ୟା ୭ଟା ସମୟରେ ସେମିଳିଗୁଡା ବ୍ଲକର...