ହୁତୁହୁତୁ ହୋଇ ଜଳିଗଲା ଅମଳ ହୋଇଥିବା ଧାନ ଫସଲ ।ଗଞ୍ଜାମ ସୋରଡ଼ା ଥାନା ସନ୍ଧିକେନ୍ଦୁ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ।ନିଆଁର ଆଁରେ ଜଳି ପୋଡ଼ି ପାଉଁଶ ହୋଇଯାଇଛି କୁଇଣ୍ଟାଲ କୁଇଣ୍ଟାଲ ଧାନ ଫସଲ ।ଯାହାର ଆନୁମାନିକ ମୂଲ୍ୟ ଦଶ ଲକ୍ଷ ରୁ ଉର୍ଦ୍ଧ ଟଙ୍କା ହେବ ।ବର୍ତମାନ ସମୟରେ ଚାଷୀ ପାଚିଲା ଧାନ ଫସଲ କୁ କ୍ଷେତରୁ କାଟି ଆଣି ଖଳା ରେ ଗଦା କରି ରଖିଥିଲେ।ବିଳମ୍ବିତ ରାତିରେ କେହି ଦୃର୍ବୁତ୍ତ ନିଆଁ ଲଗାଇଥିବା ଅନୁମାନ କରାଯଉଛି।