ସମ୍ବଲପୁର ମ୍ୟୁନିସିପାଲଟି: କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡାର ଏକ ଘର ବାରଣ୍ଡା ରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇନେଲା ପୋଲିସ
କ୍ଷେତରାଜପୁର ଥାନା ଅନ୍ତର୍ଗତ ଚେରୁଆପଡାର ଏକ ଘର ବାରଣ୍ଡା ରୁ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଉଠାଇନେଲା ପୋଲିସ ମିଳିଥିବା ସୂଚନା ଉକ୍ତ ବ୍ୟକ୍ତି ଜଣକ ଆଜି ଅପରାହ୍ନ 3 ରୁ ଜଣେ ବ୍ୟକ୍ତି ଘର ବାରଣ୍ଡା ରେ ରହିଥିଲା l ଅଚିହ୍ନା ଲୋକକୁ ଦେଖି ଭୟଭିତ ହେଇ ପୋଲିସକୁ ସ୍ଥାନୀୟ ଲୋକେ ଖବର ଦେଇଥିଲେ l ପୋଲିସ ଘଟଣାସ୍ଥଳରେ ପହଁଚି ଉକ୍ତ ବ୍ୟକ୍ତିକୁ ଉଦ୍ଧାର କରି ଥାନାକୁ ନେଇଥିବା ସୂଚନା ମିଳିଛି l