ଢେଙ୍କାନାଳ ସଦର: ଝାରଗାଡିଆ ରିଲାନ୍ସ କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାଙ୍କ ସହିତ ଆଲୋଚନାରେ ଫେଲ ମାରିଲା ପ୍ରଶାସନ
Dhenkanal Sadar, Dhenkanal | Sep 4, 2025
ଢେଙ୍କାନାଳ ଓଡ଼ାପଡ଼ା ବ୍ଲକ ସନ୍ଦର ଥାନା ଝାରପଡିଆ ନିକଟରେ ଥିବା ରିଲାନ୍ସ କମ୍ପାନୀ ସମ୍ମୁଖରେ ଜମିହରା ପ୍ରଜାମାନେ ଧାରଣା ଦେଇଛନ୍ତି ।...