ଆଠମଲ୍ଲିକ: ଯୁବକ ଙ୍କୁ ମାଡ ଅଭିଯୋଗ
ଅନୁଗୋଳ ଜିଲ୍ଲା ଠାକୁରଗଡ ଥାନା ବରହମ ଗ୍ରାମର ସୁଦନ ବେହେରା ଙ୍କୁ ତାଙ୍କ ଗ୍ରାମର ରସାନନ୍ଦ ଓ ତାଙ୍କ ଝିଅ ସବିତା
Athmallik, Angul | Sep 7, 2025
ମାଡ ମାରିବା ସହ ହତ୍ୟା କରିବେ ବୋଲି ଧମକ ଦେଇଛନ୍ତି । ସେ କୌଣସି କାରଣ ନ ଥାଇ ବିନା କାରଣ ରେ ସେ ଘରେ ଥିବା ବେଳେ ତାଙ୍କୁ ମାଡ ମାରିଛନ୍ତି ।...