ଫୁଲବାଣୀ ସହର: କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖୁଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଡ ଭାଙ୍ଗି ଯାତାୟତ ବାଧାପ୍ରାପ୍ତ
Phulabani Town, Kandhamal | Sep 2, 2025
କନ୍ଧମାଳ-ଗଞ୍ଜାମ ଜିଲା ସୀମାବର୍ତ୍ତୀ ଗାଜଲବାଡି ଗ୍ରାମରେ ଏକ ଶୁଖୁଲା ଗଛ ଉପୁଡି ବିଦ୍ୟୁତ ଖୁଣ୍ଡ ଭାଙ୍ଗି ପଡିଛି। ଫଳରେ ବିଦ୍ୟୁତ ତାର ତାର ଓ...