ଜଳେଶ୍ବର: ଶିଖରପୁର ହାଇସ୍କୁଲ ନିକଟରେ ଧଳା ଜହର ଡିଲ ବେଳେ ମାଡ଼ି ବସିଲା ଅବକାରୀ ସାଟେଲାଇଟ ୟୁନିଟ
ଆଜି ଥମିବାର ନାମ ନେଉ ନାହିଁ ଜଳେଶ୍ୱରରେ ଧଳା ଜହର କାରବାର,ଡିଲ ବେଳେ ମାଡି ବସିଲା ଜଳେଶ୍ୱର ଅବକାରୀ ସାଟେଲାଇଟ ୟୁନିଟ, ତେବେ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଶିଖରପୁର ହାଇସ୍କୁଲ ନିକଟରେ ସନ୍ଦେହ ଜନକ ଅବସ୍ଥାରେ ଏକ ଯୁବକ ବାଇକରେ ବୁଲୁ ଥିବାର ଅବକାରୀ ବିଭାଗ ଖବର ପାଇଥିଲା ଏବଂ ଗତିଵିଧି ଉପରେ ଲକ୍ଷ କରି ଯୁବକ କୁ ଅଟକ ରଖିଥିଲେ, ଉକ୍ତ ଯୁବକଙ୍କ ନିକଟରୁ 62 ଗ୍ରାମ ର ଧଳା ଜହର ମିଳିଥିଲା, ଯାହାର ଆନୁମାନିକ 6 ଲକ୍ଷ 20 ହଜାର ଟଙ୍କାର ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି,ଯୁବକ ଜଣକ ଘର ମୟୁରଭଞ୍ଜ ଅଂଚଳ ବୋଲି ଜଣାଯାଇ