ଉଦଳା: ଟର୍ଚ୍ଚ ଆଲୁଅରେ ଚିକିତ୍ସା ଚାଲିଥିବାର ଭିଡିଓ ଭାଇରଲ ପଛର ସତ ବାବଦରେ ସୂଚନା ଦେଲେ କପ୍ତିପଦା ଏସଡିଏମଓ
ଉଦଳା ମେଡିକାଲରେ ଅନ୍ଧାରରେ ଟର୍ଚ୍ଚ ଆଲୁଅରେ ଚିକିତ୍ସା ଚାଲିଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଯାହାକି ମାତ୍ର ୨୬ ସେକେଣ୍ଡର ଭିଡିଓ ଭାଇରଲ ହେଉଛି। ହେଲେ ଦେଢ଼ ଘଣ୍ଟା ହେବ ଲାଇନ କଟି ଡାକ୍ତରଖାନା ଅନ୍ଧାରରେ ଥିବା କୁହାଯାଇଛି। ଯାହାକୁ ନେଇ ଘଟଣା ବାବଦରେ ମୁହଁ ଖୋଲି ଗୁରୁବାର ଦିନ ପ୍ରାୟ ୧୧ଟାରେ ପ୍ରତିକ୍ରିୟା ଦେଇଛନ୍ତି କପ୍ତିପଦା ଉପଖଣ୍ଡ ମେଡିକାଲର ଏସଡିଏମଓ ଡା. ଲକ୍ଷ୍ମୀକାନ୍ତ ପତି।