ଜି ଉଦୟଗିରି: ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ଓ ବିଦେଶୀ ମଦ ଜବତକରିଛି।
G Udayagiri, Kandhamal | Sep 10, 2025
ସାରଙ୍ଗଗଡ଼ ଅଞ୍ଚଳ ର ଜଣେ ବ୍ୟକ୍ତି ମଦ ବିକ୍ରି କରୁଥିବା ଅଭିଯୋଗ ରେ ସାରଙ୍ଗଗଡ ପୋଲିସ ଗିରଫ କରି ଦେଶୀ ଓ ବିଦେଶୀ ମଦ ଜବତ ହୋଇଅଛି. ଥାନାରେ...