ପାଟକୁରା: ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଇଦ୍ ପର୍ବ ପାଳନ
ପାଟକୁରା ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ଆଜି ଇଦ୍ ପର୍ବ ପାଳନ କରାଯାଇଛି। ଆଜି ମୁସଲମାନ ଭାଇଙ୍କ ଇଦ୍ ପର୍ବ ବିଭିନ୍ନ ସ୍ଥାନରେ ପାଳନ କରାଯାଉଥିବା ବେଳେ ପାଟକୁରା ନିର୍ବାଚନ ମଣ୍ଡଳୀର ପଳସୁଧା, ପାଟକୁରା ଓ ତଳକୁସୁମା ଆଦି ପଞ୍ଚାୟତରେ ପାଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ବିଜେଡିର ଯୁବନେତା ଅରବିନ୍ଦ ମହାପାତ୍ର ଙ୍କ ସମେତ କିଛି ଜନସାଧାରଣ ମଧ୍ୟ ଉପସ୍ଥିତ ରହିଥିବା ସୂଚନା।