ରେମୁଣା: ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଅୟୋଜିତ କର୍କଟ ରୋଗ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଶିବିରରେ ଯୋଗଦେଲେ ରେମୁଣା ବିଧାୟକ
ଲାୟନ୍ସ କ୍ଲବ ବାଲେଶ୍ଵର ତରଫରୁ ବାଲେଶ୍ଵର ଏଡିଏମ ଛକ ନିକଟସ୍ଥ ଲାୟନ୍ସ ଚକ୍ଷୁ ଚିକିତ୍ସାଳୟରେ ଅୟୋଜିତ କର୍କଟ ରୋଗ ସଚେତନତା ଏବଂ ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ ମୁଖ୍ୟ ଅତିଥି ଭାବେ ରବିବାର ଦିନ ୨ ଘଟିକାରେ ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗଦାନ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ଏବଂ ଲାୟନ୍ସ କ୍ଲବ ର ବହୁ କାର୍ଯ୍ୟକର୍ତା ଉପସ୍ଥିତ ରହିଥିଲେ।