ସୋନପୁର: କମସରା ରେ 21 ତମ ସାର୍ବଜନୀନ ଦୁର୍ଗା ପୂଜା ଉପଲକ୍ଷେ ତୁଳସୀ ରାମାୟଣ ପରାୟଣ ଅନୁଷ୍ଠିତ
ସୂଚନା ଅନୁସାରେ ଗତକାଲି ଠାରୁ ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଅନ୍ତର୍ଗତ କମସରା ଗ୍ରାମରେ 21 ତମ ସାର୍ବଜନୀନ ଦୁର୍ଗା ପୂଜା ବଡ ଧୁମ ଧାମରେ ଅନୁଷ୍ଠିତ ହୋଇଥିବା ବେଳେ, ଆଜି ଅପରାହ୍ନ ୩ ଘଣ୍ଟା ପର୍ଯ୍ୟନ୍ତ ତୁଳସୀ ରାମାୟଣ ପରାୟଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସୁନାମଧନ୍ୟ ପରାୟଣ ଗାୟକ ବ୍ୟସ ସମ୍ରାଟ ଶ୍ରୀମାନ ଅଜିତ ଦାସ ବ୍ୟାସ ଆସନ ଅଳଙ୍କୃତ କରି ପରାୟଣ ଗାନ କରିଥିବା ବେଳେ, କାର୍ଯ୍ୟକ୍ରମରେ ଶହ ଶହ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିବା ଦେଖିବ