ନବରଙ୍ଗପୁର ପୋଲିସ ଷ୍ଟେସନ: କୋଷାଗୁମୁଡା ଠାରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ
ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡ଼ା ବ୍ଲକ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ଏହି ଭିନ୍ନକ୍ଷମ ସାମର୍ଥ୍ୟ ଶିବିରରେ କୋଷାଗୁମୁଡ଼ା ବ୍ଲକର ୨୬ ଗୋଟି ପଞ୍ଚାୟତ ର ଭିନ୍ନକ୍ଷମ ଦିବ୍ୟଙ୍ଗ ମାନେ ପ୍ରାୟ ୨୧୬ ଜଣ ପଞ୍ଜିକରଣ କରିଥିଲେ । ଏହି ଶିବିରରେ ଗୋଳା, କର୍ଣ୍ଣ ଓ ନାସା ୩୨, ଆଖିରେ ୪୧ଜଣ ,ମାନସିକ ରୋଗୀ ୩୩ ଏବଂ ଶାରିରୀକ ବଧୀତ (OH)- ୧୧୦ ଏପ୍ଲାଇ କରିଥିଲେ । ଏହିପରି ପ୍ରେକ୍ଷୀରେ କୋଷାଗୁମୁଡ଼ା ଗୋଷ୍ଟି ଉନ୍ନୟନ ଅଧିକାରୀ ଆଶିଷ ତ୍ରିପାଠୀ,ବ୍ଲକ ଚେୟାରମ୍ୟାନ ସର୍ବେଶ୍ୱରୀ ମାଝୀ, ବିଜେପି ସଭାପତି କୁଞ୍ଜ ଦାଶ ଉପସ୍ଥିତ ଥିଲେ