କଣ୍ଟାମାଳ: ଅଜଣା ଗାଡି ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟଣା, କ୍ଷତି ପୂରଣ ପାଇଁ ବଡ଼କୁସଙ୍ଗ ରାସ୍ତା ରୋକ
Kantamal, Boudh (Bauda) | Jul 24, 2025
ଅଜଣା ଗାଡି ଧକ୍କା ରେ ସାଇକେଲ ଆରୋହୀ ମୃତ୍ୟୁ l ଗତ କାଲି ବିଳମ୍ବିତ ରାତ୍ରି ରେ ମନମୁଣ୍ଡା ଠାରୁ କଣ୍ଟାମାଲ 41ନମ୍ବର ରାଜ୍ୟ ରାଜପଥ ର ସୁଲିଆ...