ଖଲ୍ଲିକୋଟ୍: ଖଲ୍ଲିକୋଟ ଏନଏସି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ, ଯୋଗଦେଲେ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସେଠୀ
Khalikote, Ganjam | Aug 31, 2025
ଖଲ୍ଲିକୋଟ ଏନଏସି କାର୍ଯ୍ୟାଳୟ ପରିସରରେ ଆଜି ଦିନ ୧୧ ଟା ସମୟରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏନଏସି ନିର୍ବାହୀ...