ଛତ୍ରପୁର: ନକଲି ସୁନା ଚୁଡି ଦେଇ ଏକାଧିକ ବ୍ୟାଙ୍କରୁ ୨୦ ଲକ୍ଷ ଠକେଇ, ବ୍ରହ୍ମପୁରରୁ ୩ ଅଭିଯୁକ୍ତଙ୍କୁ ଗିରଫ କଲା ବୈଦ୍ୟନାଥପୁର ଥାନା ପୋଲିସ
Chhatrapur, Ganjam | Aug 27, 2025
ନକଲି ସୁନା ଚୁଡି ଦେଇ ୬ଟି ବ୍ୟାଙ୍କରୁ ୨୦ ଲକ୍ଷରୁ ଅଧିକ ଟଙ୍କା ଠକେଇ ହୋଇଛି। ଏହି ଠକେଇ ପଛରେ ଜଣେ ଉତ୍ତରପ୍ରଦେଶର ଜଣେ ଯୁବକ ଓ ୨ ଜଣ...