ଶ୍ରୀକାକୁଲମ ଠାରେ ଗୁଦିପଦର ଗ୍ରାମର ଯୁବତୀଙ୍କ ମୃତ୍ୟୁ ଘଟଣା, ଗ୍ରାମରେ ଦ୍ବାଦଶାହ ଦିବସରେ ଯୋଗଦେଲେ ସାଂସଦ ପ୍ରତିନିଧି
Chikiti, Ganjam | Nov 11, 2025
ଆନ୍ଧ୍ରପ୍ରଦେଶରେ ଶ୍ରୀକାକୁଲମ କାଶୀବୁଗାରେ ଥବା ଭେଙ୍କଟେଶ୍ବର ସ୍ବାମୀ ମନ୍ଦିରରେ ଦଳାଚକଟା ଘଟଣାରେ ଚିକିଟି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାତ୍ରପୁର ବ୍ଲକର ଗୁଡ଼ିପଦର ଗ୍ରାମର ରୂପା ନାମକ ଜଣେ ଯୁବତୀ ମୃତ୍ୟୁ ବରଣ କରିଥିଲେ। ମଂଗଳବାର ମଧ୍ୟାହ୍ନରେ ତାଙ୍କର ଦ୍ବାଦଶାହ ଦିବସ ଅବସରରେ ଉକ୍ତ ପରିବାରକୁ ଭେଟିଛନ୍ତି ସାଂସଦ ପ୍ରତିନିଧି ମୀନା ଦ୍ୟାନ ସାମନ୍ତରାୟ ।