ନବରଙ୍ଗପୁର ପୋଲିସ ଷ୍ଟେସନ: ଜିଲ୍ଲା ପରିଷଦ ସଭାପତି ଙ୍କ ନେତୃତ୍ୱ ରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଳୟ ପରିଦର୍ଶନ
ଜ଼ିଲ୍ଲାପରିଷଦ ସଭାପତି ମତିରାମ ନାୟକ ସଭାପତି ଙ୍କ ନେତୃତ୍ୱରେ ଏବଂ Standing Committee ଅଧକ୍ଷା ଙ୍କ ଅଧ୍ୟକ୍ଷତା ରେ ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରାଯାଇଛି। ଚିକିତ୍ସାଳୟ ର ବିଭିନ୍ନ ବିଭାଗ ର ରୋଗୀସେବା ସମ୍ବନ୍ଧୀୟ ସମସ୍ୟା ତଥା ଆବଶ୍ୟକତା ବିଷୟରେ ବିସ୍ତୃତ ଆଲୋଚନା କରାଯଇଛି, ଆଗାମୀ ଦିନରେ DHH ତଥା CHC, PHC ସ୍ତରରେ ଜନ ସାଧାରଣ ଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ପାଇଁ ହସ୍ପିଟାଲ କତୃପକ୍ଷ ଙ୍କୁ ନିର୍ଦେଶ ଦେଇଥିଲେ l