ଫୁଲବାଣୀ ସହର: କୁଟ୍ରିଖୋଲ ଛକରୁ ପୋଲିସ ଗଂଜେଇ ସହ ଏକ ଦେଶୀ ବନ୍ଧୁକ ଧରିବା ସହ ଦୁଇ ଜଣ ଙ୍କୁ ଗିରଫ କରିଅଛି.
Phulabani Town, Kandhamal | Sep 9, 2025
କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅଧୂକାରୀ ପ୍ରଜ୍ଞା ରୀତମ୍ଭରା କରଙ୍କ ତତ୍ତ୍ୱାବଧାନରେ ଏସ. ଆଇ. ଅବନୀ ପ୍ରଧାନ , ତାଙ୍କ ସହକର୍ମୀ ମିଲିତରେ...