ଜୁଜୁମୁରା: ଦେବଝରଣ ଠାରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ସହ ଆଲୋଚନା ଚକ୍ର ଅନୁଷ୍ଠିତ
ଦେବଝରଣ ଠାରେ ବୃକ୍ଷରୋପଣ ଓ ସଫେଇ କାର୍ଯ୍ୟକ୍ରମ ସହ ଆଲୋଚନା ଚକ୍ର ଅନୁଷ୍ଠିତ ସମ୍ବଲପୁର ଜିଲ୍ଲା ଜୁଜୁମୁରା ବ୍ଳକ ଦେବଝରଣ ଠାରେ ସୋମବାର ସକାଳେ ଦେବଝରଣ ବିକାଶ ମଞ୍ଚ ର ଆବାହକ ଅରୁଣ ଦେହୁରୀ ଙ୍କ ସଭାପତିତ୍ୱରେ ବୃକ୍ଷ ରୋପଣ ଓ ସଫେଇ କାର୍ଯ୍ୟକ୍ରମ ସହ ଏକ ଦେବଝରଣର ଉନ୍ନତି ନିମନ୍ତେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଆୟୋଜିତ ଏକ ସଭା ରେ ବରିଷ୍ଠ ସଭ୍ୟ ସଞ୍ଜୟ ବିଶ୍ୱାଳ ବାର୍ଷିକ ବିବରଣୀ ପାଠ କରିଥିଲେ। ରେଢ଼ାଖୋଲ ବ୍ଲକ ଅଧକ୍ଷ ପ୍ରଦୀପ ପ୍ରଧାନ, NAC ଅଧକ୍ଷ ଶିବରାମ ସାହୁ, ଜୁଯୁମୁରା ସମିତି ସଭ୍ୟ ଜୟନ୍ତ ପ୍ରଧାନ, ଲିପିଣ୍ଡା ସରପଞ୍ଚ ପ୍ରଫୁଲ୍ଲ ମିର୍ଧା ଯୋଗଦେଇଥି