ସୁକିନ୍ଦା: ଉପରଗଡ ଗ୍ରାମ ପାଖରୁ ବିରଳ ପକ୍ଷୀ ଉଦ୍ଧାର
Sukinda, Jajpur | Sep 16, 2025 ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉପରଗଡ ଗ୍ରାମ ପାଖରୁ ବିରଳ ପକ୍ଷୀ ଉଦ୍ଧାର ହୋଇଥିବା ଦେଖିବାକୁ ମିଳିଛି । ସୂଚନା ମୁତାବକ ଧର୍ମଶାଳା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଉପରଗଡ ଗ୍ରାମ ପାଖରେ ଏକ ବିରଳ ପ୍ରଜାତିର ପକ୍ଷୀ ଆହତ ହୋଇଯାଇଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ଲୋକେ ସେହି ବିରଳ ପ୍ରଜାତିର ଆହତ ପକ୍ଷୀଟିକୁ ଉଦ୍ଧାର କରିଥିବା ମଙ୍ଗଳବାର ଅପରାହ୍ନ 4 ଘଟିକା ସମୟରେ ଦେଖିବାକୁ ମିଳିଛି ।