ଭଟଲି: ଭଟଲିବ୍ଳକର ବିଭିନ୍ନ ବିଦ୍ୟାଳୟରେ ଏକପେଡ ମାକେ ନାମ ଅଭିଯାନକାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି।
ଭଟଲିବ୍ଳକ ର ବିଭିନ୍ନ ବିଦ୍ୟାଳୟ ରେ ଏକ ପେଡ ମା କେ ନାମ ଅଭିଯାନକାର୍ଯ୍ୟକ୍ରମଅନୁଷ୍ଠିତ ହୋଇଯାଇଛି।ଭଟଲି ସତିହାରୀ ବାଳିକା ହାଇସ୍କୁଲ ରେ ଏକ ପେଡ ମା କେ ନାମ ଅଭିଯାନ କାର୍ଯ୍ୟକ୍ରମ ଆଜିସକାଳ ୯ଟା ରେ ଆରମ୍ଭ ହୋଇଥିଲା।ପ୍ରଧାନ ଶିକ୍ଷୟିତ୍ରୀ ଚନ୍ଦ୍ରମା ଡ଼ନସନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତସଭାରେ ଅତିଥି ଭାବରେ ଭଟଲି ବିଡ଼ିଓ ପ୍ରମୋଦ ଚନ୍ଦ୍ର ମେହେର, ଜିଲ୍ଲା ଶିକ୍ଷା ଅଧିକାରୀ ବିଶ୍ୱନାଥ ସାହୁ, ଏବିଇଓ ରିତାରାଣୀ ତ୍ରିପାଠୀ, ଭଟଲି ସିଆରସିସି ଲୋକନାଥ ମେହେର,ଫରେଷ୍ଟର ରାଜେନ୍ଦ୍ର ସିଂ,ଦିବ୍ୟ କଳା କ୍ଷେତ୍ରର ଅଧ୍ୟକ୍ଷ ବିଶ୍ୱଜିତ ଭୋଇ ଯୋଗଦାନ କରିଥିଲେ।