ବଡଚଣା: ବୈରୀ ପୋଲିସ ଦ୍ୱାରା ବରୁଣିଆ ଗ୍ରାମରୁ ଚୋରା ଦେଶୀ ମଦ ଜବତ ୧ ଗିରଫ।
ବୈରୀ ଥାନା ଅନ୍ତର୍ଗତ ପାରିଆ ପଞ୍ଚାୟତର ବରୁଣିଆ ଗ୍ରାମରୁ ଚୋରା ଦେଶୀ ମଦ ସହିତ ଜଣେ ବେପାରୀକୁ ବୈରୀ ପୋଲିସ ଗିରଫ କରିଥିବା ଜଣାଯାଇଛି। ସୂଚନା ଯୋଗ୍ଯ ରବିବାର ସଂଧ୍ୟା ୭.୩୦ ମିନିଟ୍ ସମୟରେ ଉକ୍ତ ଗ୍ରାମର ମାତାଜୀ ସାମଲ ମଦ ବିକ୍ରି କରୁଥିବା କୈଣସି ସୁତ୍ରରୁ ବୈରୀ ଥାନା ASI ଅକ୍ଷୟ ବେହେରା ,କନଷ୍ଟେବଲ ଅଜୟ ଗିରି ଓ ବିନିତା ପ୍ରଧାନ ମାତାଜୀ ଘରେ ଚଢାଉ କରିଥିଲେ 3ଲିଟର ଚୋରା ଦେଶୀ ମଦ ଜବତ କରିବା ସହ ମାତାଜୀ ନାମରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଜଣାପଡ଼