ବାରିପଦା ମ୍ୟୁନିସିପାଲଟି: ଗୋଟିଏ ରାତିରେ ବାରିପଦାର ବାଘରାରୋଡ ଓ ତୁଳସୀଚୌରା ସ୍ଥିତ ତାଲାବନ୍ଦ ଘରୁ ଚୋରି ନେଇ ଭଞ୍ଜପୁର ଓ ବାରିପଦା ଟାଉନ ଥାନାରେ ଅଭିଯୋଗ
Baripada M, Mayurbhanj | Aug 17, 2025
ବାରିପଦାରେ ଚୋରି ଓ ଛିନତାଇ ଗ୍ୟାଙ୍ଗ କିଛି ଦିନର ବ୍ୟବଧାନ ପରେ ପୁଣି ସକ୍ରିୟ ହୋଇଛନ୍ତି ଗୋଟିଏ ରାତିରେ ଦୁଇଟି ତାଳାବନ୍ଦ ଘରୁ ଚୋରୀ ହୋଇଛି। ...