ଭଦ୍ରକ ଗ୍ରାମାଞ୍ଚଳ: ସୁନାଗଢିଆ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟତ୍ରୀ ଙ୍କ ବଦଳି ପ୍ରତିବାଦ ରେ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ବିକ୍ଷୋଭ
Bhadrak Rural, Bhadrak | Jul 10, 2025
ଶିକ୍ଷୟତ୍ରୀ ବଦଳି ପ୍ରତିବାଦ ରେ ବିକ୍ଷୋଭ। ସୂଚନା ମୁତାବକ ଆଜି ବନ୍ତ ବ୍ଲକ ଅନ୍ତର୍ଗତ ଗୋବିନ୍ଦପୁର ପଞ୍ଚାୟତ ସୁନାଗଢିଆ ପ୍ରାଥମିକ ବିଦ୍ୟାଳୟରେ...