ଲାଞ୍ଜିଗଡ: ଲାଞ୍ଜିଗଡ଼ ବେଦାନ୍ତ ବିରୁଦ୍ଧରେ ଗର୍ଜିଲେ ଟ୍ରକମାଲିକ ସଂଘ,ଦାବି ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନର ଚେତାବନୀ,
ଧିରେ ଧିରେ ଲୋକଙ୍କ ଆଶା ଭରସା ଓ ବିଶ୍ବାସ ହରେଇ ବସୁଛି କମ୍ପାନୀ। କମ୍ପାନୀ ନିଜର ସ୍ବାର୍ଥ ପାଇଁ ଅନେକ ଲୋକଙ୍କୁ ବ୍ୟବହାର କଲା,ଯେଉଁ ମାନେ ଅବେଳା ଓ ଅସମୟ ରେ କମ୍ପାନୀ କୁ ସହଯୋଗ କରିଥିଲେ ବର୍ତ୍ତମାନ ସେହି ଲୋକ ହେଲେ ଅଲୋଡା।କୋରାନା କାଳରେ ଲୋକେ ଘରୁ ପଦାକୁ ବାହାରିଲେ ଘର କୁ ଯିବା ତ ଦୁର କଥା ଏମିତିକି ଗାଁ କୁ ପସିବାକୁ କଟକଣା ଥିଲା।ଯିଏ ଘରୁ ବାହାର ବା ଅନ୍ଯ ସ୍ଥାନ କୁ ଯାଇଛି ୨୧ଦିନପାଇ ଗୃହ ବନ୍ଧି ରେ ରହୁଥିଲା। ଠିକ୍ ଏହି ସମୟ ରେ ନିଜ ଡ୍ରାଇଭର କୁ ବୁଝାସୁଝା କରି ମାଲ ଯୋଗାଇ ଦେଉଥିଲେ ଟ୍ରକ ମାଲିକ ଓ ଚାଳକ ହେଲେ ବର୍ତ୍ତମାନ ସେମାନେ ଅଲୋଡା