Public App Logo
Jansamasya
National
Vandebharatexpress
Didyouknow
Shahdara
New_delhi
Delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv
Aidsawareness
Oralhealth
Mentalhealth
Seasonalflu
Worldimmunizationweek
Healthforall
Sco
Blooddonation
Saynototobacco
Vayvandanacard
Ayushmanbharat
Tbmuktbharat
Pmjay
Jansamasya
Liverhealth
Sicklecellawareness

ରେଢାଖୋଲ: ତ୍ରୀବଣପୁର ଜନ ସେବା କେନ୍ଦ୍ରରେ ମହିଳା ସଂଘର ଅର୍ଥ ହେରଫେର , ଥାନାରେ ଅଭିଯୋଗ

Rairakhol, Sambalpur | Sep 14, 2025
ତ୍ରୀବଣପୁର ଜନ ସେବା କେନ୍ଦ୍ରରେ ମହିଳା ସଂଘର ଅର୍ଥ ହେରଫେର ଥାନାରେ ଅଭିଯୋଗ ସମ୍ବଲପୁର ଜିଲ୍ଲା ରେଢାଖୋଲ ତ୍ରିବଣପୁର ରେ ଖୋଲିଥିବବା ଜନସେବା କେନ୍ଦ୍ର ରେ ଖଣ୍ଡାମ ଗ୍ରାମ ର ମା ସମଲେଇ ଏସ ଏସ ଜି ସଂଘର ଅର୍ଥ ହେରଫେର ହୋଇଥିବା ନେଇ ରବିବାର ସଂଧ୍ୟାରେ ରେଢ଼ାଖୋଲ ଥାନାରେ ଅଭିଯୋଗ ହୋଇଛି । ସୂଚନାଯୋଗ୍ୟ ଯେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ମାନେ ତାଙ୍କ ଉପାର୍ଜିତ ଅର୍ଥ ପ୍ରତ୍ୟେକ ମାସ ଏହି କେନ୍ଦ୍ରରେ ଟଙ୍କା ଜମାକରିବା ଓ ଉଠେଇବା କରୁଥିଲେ।

MORE NEWS