ଶରଣ ଶ୍ରୀକ୍ଷେତ୍ର ମହୋତ୍ସବ ୨୦୨୬ ପାଇଁ ଆୟୋଜିତ ହୋଇଛି ପ୍ରସ୍ତୁତି ବୈଠକ। ଗଞ୍ଜାମ ଜିଲ୍ଲା ମାରଦା ମନ୍ଦିର ଠାରେ ଏହି ବୈଠକରେ ଗଞ୍ଜାମ ଜିଲ୍ଲାପାଳ ଭି କିର୍ତ୍ତି ଭାସନ ଯୋଗଦେଇଥିଲେ। ଚଳିତ ବର୍ଷ ସୁବ୍ୟବସ୍ଥିତ କରିବା ସହିତ ଭକ୍ତ ମାନଙ୍କର ସୁବିଧା ଉପରେ ବିଶେଷ ଧ୍ୟାନ ଦେବାକୁ ବିସ୍ତୃତ ଆଲୋଚନା ହୋଇଛି। ରବିବାର ଅପରାହ୍ନରେ ଏନେଇ ପ୍ରତିକ୍ରିୟା ରଖିଛନ୍ତି ଗଞ୍ଜାମ ଜିଲ୍ଲାପାଳ।