ଲାଞ୍ଜିଗଡ: ପେରୁମଞ୍ଜି ଠାରେ ଅଜଣା ଦୁର୍ବୁତର ମାଡରେ ଜଣେ ଗୁରୁତର, ଦୁର୍ବୁତକୁ ଧରି କର୍ଲାପାଟ ପୁଲିସର ଜିମାରେ ଦେଲେ ଗ୍ରାମବାସୀ
Lanjigarh, Kalahandi | Aug 7, 2025
ଗତ ବିଳମ୍ବିତ ରାତିରେ ପେରୁମଞ୍ଜି ଗ୍ରାମ ଠାରେ ବାହାରେ ବସିଥିବା ସମ୍ବା ମାଝୀ ନାମକ ଜନୈକ ବ୍ୟକ୍ତିଙ୍କୁ ଜଣେ ଅଜଣା ଦୁର୍ବୁତ ଆସି ଠେଙ୍ଗାରେ...