ବରଗଡ: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସାହିତ ଲୋକେ ଏବଂ ଚଳ ଚଞ୍ଚଳ ବରଗଡ଼ ସହର, ଦୋକାନ ବଜାରରେ ଲାଗିଛି ପ୍ରବଳ ଭିଡ଼
Bargarh, Bargarh (Baragarh) | Aug 27, 2025
ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ ପାଇଁ ଚଲ ଚଞ୍ଚଳ ବରଗଡ଼ ସହର | ଏନେଇ ବୁଧବାର ସନ୍ଧ୍ୟା 5 ଘଣ୍ଟା ସମୟରେ ବରଗଡ଼ର ଦୈନନ୍ଦିନ ବଜାରରେ ଲୋକଙ୍କ...