ବିଜେପୁର: ବିଜେପୁର ଦେଶୀ ମଦ ଭାଟି ସାମ୍ନାରେ ଭୟଙ୍କର ଦୁର୍ଘଟଣା, ବାଇକ ଧକ୍କା ରେ ଜଣେ ଗୁରୁତର
ଆଜି ବିଜେପୁର ଦେଶୀ ମଦ ଭାଟି ସାମ୍ନାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ପଲସର ବାଇକ ଆରୋହୀ ଦୃତ ଗତିରେ ଚାଳନା କରି ଚାଳକ ସ୍ଥାନୀୟ ଚମାରପଡ଼ାର ରାମ ମେହେରଙ୍କୁ ଧକ୍କା ଦେଇଛି। ଘଟଣା ସ୍ଥଳରୁ ପ୍ରାଥମିକ ସୂଚନା ମିଳିଛି ଯେ, ରାମଙ୍କର ଅବସ୍ଥା ଗୁରୁତର ର ଥିବାରୁ ତୁରନ୍ତି ଇଥିଲା। ଘଟଣା ସ୍ଥ୍ୟ କେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ବିଜେପୁରକୁ ସ୍ଥଳକୁ ବିଜେପୁର ତହସିଲଦାର ପହଞ୍ଚି, ବିଜେପୁର ଥାନାକୁ ଯୋଗାଯୋଗ କରି ରାମଙ୍କୁ ବିଜେପୁର ଗୋଷ୍ଠି ସ୍ବାସ୍ଥ୍ୟ ପଠାଇଥିଲେ। ରାମଙ୍କର ସ୍ବାସ୍ଥ୍ୟ ଅବସ୍ଥା