ବୀରମହାରାଜପୁର: ପୋଢଟିକିରା ଖେଲ ପଡିଆଠାରେ ଜିଲ୍ଲା ସ୍ତରୀୟ ଜୟ ମାଁ ଦୂର୍ଗେଶ୍ୱରି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ,ସମ୍ବଲପୁର ଚମ୍ପିୟାନ
ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ପୋଢଟିକିରା ଖେଳ ପଦିଆଠାରେ 10ତମ ଜୟ ମାଁ ଦୁର୍ଗେଶ୍ୱରୀ ଫୁଟବଲ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି l ଆୟୋଜିତ ଉଦଘାଟନୀ ଉତ୍ସବରେ ସମିତିସଭ୍ୟ ମହେନ୍ଦ୍ର ଭୋଇ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବରେ ଅନିରୁଦ୍ଧ ସାହୁ,ଦୁର୍ୟୋଧନ ପୋଢ ଏବଂ ୱାର୍ଡ ସଭ୍ୟ ବଶିଷ୍ଠ ନାଏକ ଯୋଗଦେଇ ଖେଳର ଶୁଭାରମ୍ଭ କରିଥିଲେ l ପ୍ରଥମ ସେମିରେ କୁତମେଣ୍ଡା କୁ ହରାଇ ସମ୍ବଲପୁର ଏବଂ ଦ୍ଵିତୀୟ ସେମିରେ ଫୁଲଚରା କୁ ହରାଇ ଆଦିବାସୀ କ୍ଲବ ଫାଇନାଲରେ ପ୍ରବେଶ କରିଥିଲେ l ଫ