ଛତ୍ରପୁର: ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ଓ ରମ୍ଭା ଥାନାରେ ଏକ ପେଡ ମା' କେ ନାମ ପେ କାର୍ଯ୍ୟକ୍ରମ ଅନୁଷ୍ଠିତ
ରମ୍ଭା ଶ୍ରୀଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟରେ ଭାରତ ସରକାରଙ୍କ ନିର୍ଦ୍ଧେଶ କ୍ରମେ " ଏକ ପେଡ ମା' କେ ନାମ" କାର୍ଯ୍ୟକ୍ରମ ଅଧ୍ୟକ୍ଷ ଅଭିମନ୍ୟୁ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ବୁଧବାର ପୂର୍ବାହ୍ନରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥିଭାବେ ଛତ୍ରପୁର ଅତିରିକ୍ତ ଉପ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଡ଼ି. ଏଫ. ଓ. ଅମ୍ଲାନ ନାୟକ, ରେଞ୍ଜେର ରଶ୍ମିତା ଜେନା, ବିଜୟ କୁମାର ବିଶ୍ୱାଳ, ଚନ୍ଦ୍ରଶେଖର ନାୟକ।