ପଦ୍ମପୁର: ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଜୀପୀଏଲଏଫ ମିଶନ ଶକ୍ତି କର୍ମି ସାମୁଖ୍ୟ ସଂଘ ଝାରବନ୍ଧର ଗଣ ଧାରଣା ଦ୍ୱିତୀୟ ଦିନରେ ପହଁଚିଲା
ଆଜି ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଦ୍ୱିତୀୟ ଦିନରେ ପହଞ୍ଚିଛି gplf ମିଶନ ଶକ୍ତି କର୍ମି ସାମୁଖ୍ୟ ସଂଘର ଗଣଧାରଣା। ଗତକାଲି ଠାରୁ ଗଣ ଧାରଣା ରେ ବସିଛନ୍ତି। ଏହି ଗଣ ଧାରଣା ରେ mbk, crp, କୃଷି ମିତ୍ର, ପ୍ରାଣୀ ମିତ୍ର, ବ୍ୟାଙ୍କ ମିତ୍ର ସାମିଲ ଅଛନ୍ତି। ଏନେଇ ଆଜି ସକାଳ 11 ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି, କଣ କହୁଛନ୍ତି ଆସନ୍ତୁ ଶୁଣିବା