ଢେଙ୍କାନାଳ ସଦର: ଏସ୍ପିଙ୍କୁ କାର୍ଯ୍ୟାଳୟର ଅତିରିକ୍ତ ଏସପିଙ୍କ ନାମରେ ଅଭିଯୋଗ ପରେ ପ୍ରତିକ୍ରିୟା
ଢେଙ୍କାନାଳ ଏସପିଙ୍କ କାର୍ଯ୍ୟାଳୟରେ ଆଜି ମଧ୍ୟାହ୍ନ ୧୨ଟାରେ ଅଉଖମା ଗ୍ରାମବାସୀମାନେ ପହଞ୍ଚି ଅଭିଯୋଗ କରିଛନ୍ତି l ବାଲେଶ୍ଵରର ଅତିରିକ୍ତ ଏସପିଙ୍କ ଅଉଖମା ଗ୍ରାମରେ ଘଟାଇ ଥିବା ଘଟଣାକୁ ନେଇ ଗ୍ରାମବାସୀ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।