ମାଥିଲି: ମାଥିଲି ବ୍ଲକ ଆମ୍ବଗୁଡ଼ା ଓ ଚାଉଲମେନ୍ଦି ପଞ୍ଚାୟତରେ ଗଡିଲା ବିକାଶ ବାହାନ, ବିଡିଓ ଓ ଜନ ପ୍ରତିନିଧି ଙ୍କ ଉପସ୍ଥିତରେ ହେଲା ଉଦଘାଟନ
Mathili, Malkangiri | Jun 13, 2025
ଆଜି ତା ୧୩.୦୬.୨୦୨୫ ଦିନ ଓଡିଶା ସରକାର ଙ୍କ ପ୍ରଥମ ବର୍ଷ ପୂର୍ତ୍ତି ଉପଲକ୍ଷେ "ବିକାଶ ବାହାନ ଯାତ୍ରା" ର ଦ୍ଵିତୀୟ ଦିନରେ ବିକାଶ ବାହାନ...