Public App Logo
Jansamasya
National
Happydiwali
Railinfra4andhrapradesh
Cybersecurityawareness
Pmmsy
Diwali2025
Fidfimpact
Matsyasampadasesamriddhi
Responsiblerailyatri
Andhrapradesh
���हात्मा_गांधी
���ांधी_जयंती
Gandhijayanti
Digitalindia
Fisheries
Nfdp
Swasthnarisashaktparivar
Delhi
Vandebharatexpress
Didyouknow
Shahdara
New_delhi
South_delhi
Worldenvironmentday
Beattheheat
Beatncds
Stopobesity
Hiv

ଜୟପୁର: ଜୟପୁର ସହରରେ ସଂଘ ବଦ୍ଧ ଭାବେ ଯୁବକକୁ ହତ୍ୟା ମାମଲା ରେ , ତେନ୍ତୁଳିଖୁଣ୍ଟି ଥାନାର ତୁରୁଞ୍ଜି ଗ୍ରାମରୁ ଗିରଫ କଲା ଟାଉନ ପୋଲିସ

Jeypore, Koraput | Oct 21, 2025
ଜୟପୁର ସହରରେ ସଂଘ ବଦ୍ଧ ଭାବେ ଅରୁଣ ଅନକା ଯୁବକକୁ ହତ୍ୟା ମାମଲା ରେ ଅନ୍ୟ ଏକ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ଟାଉନ ପୋଲିସ । ଗିରଫ ଅଭିଯୁକ୍ତ ଜଣକ ହେଲା ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଥାନାର ତୁରୁଞ୍ଜି ଗ୍ରାମର ସୋମନାଥ ଗୌଡ । ଆଜି ସୋମନାଥ କୁ ଗିରଫ କରି ସଂନ୍ଧ୍ୟା 5ଟାରେ କୋର୍ଟ ଚାଲାଣ କରିଥିବା ବେଳେ ଗିରଫ ସଂଖ୍ୟା ୮ ହୋଇଥିବା ବିଷୟ ଜୟପୁର ଟାଉନ ଥାନା ଅଧିକାରି ଉଲ୍ଲାସ ଚନ୍ଦ୍ର ରାଉତ ସୁଚନା ଦେଇଛନ୍ତି ।

MORE NEWS