ଧାମନଗର: ମୁସ୍ତାଫାପୁର ପଂଚାୟତ ରେ ଅନ୍ୟ ଦଳର କର୍ମୀ ଗୋହୀରାଟି କିରୀ ରେ ବିଜେଡ଼ି ରେ ମିଶିଲେ
ଧାମନଗର ବ୍ଲକ ମୁସ୍ତାଫାପୁର ପଂଚାୟତ ର ଅନ୍ୟ ଦଳର କର୍ମୀ ବିଜେଡ଼ି ରେ ମିଶିଲେ। ଗୋହୀରା ଟିକିରୀ ଠାରେ ଆଜି ସଂଧ୍ୟା ୭ ଟା ସମୟରେ ବିଜେଡ଼ି ର ମିଶ୍ରଣ ପର୍ବ ରେ ଅନ୍ୟ ଦଳର କର୍ମୀ ବିଜେଡ଼ି ରେ ମିଶିଥିଲେ। ବିଜେଡ଼ି ବିଧାୟକ ପ୍ରାଥି ସଂଜୟ ଦାସ, ପୂର୍ବତନ ଅଧ୍ୟକ୍ଷ ଅଶୋକ ନାୟକ,ପଂଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ ଉପସ୍ଥିତ ଥିଲେ