ପୁରୀ ମ୍ୟୁନିସିପାଲଟି: ଶ୍ରୀସେତୁ ତଳେ ଉଠା ଦୋକାନୀଙ୍କ ସମସ୍ୟା ନେଇ ଅସନ୍ତୋଷ ପ୍ରକାଶ କଲେ ମହିଳା l #janasamasya
Puri M, Puri | Oct 5, 2025 ଏହି ସ୍ଥାନରେ ବେପାର ଭଲ ହେଉ ନାହିଁ l ଏହି ସ୍ଥାନରେ ଅଳିଆ ଜମୁଛି କେହି ସଫା କରୁ ନାହାନ୍ତି l ରାତି ହେଲେ ଏହି ସ୍ଥାନରେ ନିଶା ଖୋର ଙ୍କ ଆଡା ଜମୁଛି l ଏହି ସ୍ଥାନରେ ବେପାର କରିବାକୁ ଡର ଲାଗୁଛି l