ଫୁଲବାଣୀ ସହର: ଫୁଲବାଣୀ ଠାରେ ପୂର୍ବତନ ବିଧାୟକ ସ୍ୱର୍ଗତ କରେନ୍ଦ୍ର ମାଝୀଙ୍କ ଉଦ୍ଦେଶ୍ୟରେ ପ୍ରତିକ୍ରିୟା ରଖିଲେ ବିଧାୟକ ଉମାଚରଣ ମଲ୍ଲିକ
Phulabani Town, Kandhamal | Aug 25, 2025
ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି କହିଲେ ଫୁଲବାଣୀ ବିଧାୟକ ଭାରତୀୟ ଜନତା ପାର୍ଟି ଜଣେ ଦକ୍ଷ ନେତା ଙ୍କୁ ହରାଇଲ, ତାଙ୍କ ପରିବାର ଙ୍କୁ ସାହସ...