ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଚଢିଆପଲି ଗ୍ରାମର ବିଭିନ୍ନ ମେଗା ଲିଫ୍ଟ ଇରିଗେସନ ର କାର୍ଯ୍ୟ ତଦାରଖ କରିଲେ ବରିଷ୍ଠ ଅଧିକାରୀ ମାନେ ।
ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଚଢିଆପଲି ଗ୍ରାମର ବିଭିନ୍ନ ମେଗା ଲିଫ୍ଟ ଇରିଗେସନ ର କାର୍ଯ୍ୟ ତଦାରଖ କରିଲେ ବରିଷ୍ଠ ଅଧିକାରୀ ମାନେ । କାଡା ଡିଭିଜନ ର ବରିଷ୍ଠ ଅଧିକାରୀ ମାନେ ଆଜି ଦିନ 10 ଟା ରେ ଉକ୍ତ ଗ୍ରାମ ରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ତଦାରଖ କରିବା ସହ ଚାଷ ଜମି ଗୁଡିକ କିଭଳି ଭାବରେ ଜଳସେଚିତ ହୋଇ ପାରିବ ସେ ନେଇ ଆଲୋକପାତ କରିଥିଲେ ।