ବାଲେଶ୍ବର ମ୍ୟୁନିସିପାଲଟି: ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ସଭାପତି ଚୟନ ପ୍ରକ୍ରିୟା ଆରମ୍ଭ ନେଇ ଏ ଆଇ ସି ସି ପର୍ଯ୍ୟବେକ୍ଷକ ତଥା ସାଂସଦ ଙ୍କ ସାମ୍ବାଦିକ ସମ୍ମିଳନୀ
Baleshwar M, Balasore | Sep 1, 2025
ବାଲେଶ୍ଵର ଜିଲ୍ଲା କଂଗ୍ରେସ କମିଟି ସଭାପତି ପଦ ପାଇଁ ଚୟନ ପ୍ରକ୍ରିୟା ଆଜି ଠାରୁ ଆରମ୍ଭ ହୋଇଯାଇଛି। ଆଜି ଅପରାହ୍ନ ୪ଟାରେ ସ୍ଥାନୀୟ ଜିଲ୍ଲା...