ଗୋଛାପଡା ପୋଲିସ ପକ୍ଷରୁ ଆରମ୍ଭ ହେଲା ଅପରେସନ ନୀଳ ଯହର ଅଭିଯାନ I ପ୍ରଥମ ଦିନରେ କଟାଗଲା ୮୭ ହଜାର ଗଞ୍ଜେଇ ଗଛ I ଏହି ସୁଚନା ଟି ଶନିବାର ସଂନ୍ଧ୍ୟା 5ଘଣ୍ଟିକା ସମୟରେ ଗଛାପଡା ପୁଲିସ ପକ୍ଷରୁ ସୁଚନା ମିଳିଛି ସୁଚନା ମୁତାବକ ଗୋଛାପଡା ପୋଲିସ ପକ୍ଷରୁ ମଧ୍ୟ ଶନିବାର ଆରମ୍ଭ ହୋଇଛି ଏହି ଅପରେସନ ନିଲ ଜହର I ତେବେ ଶନିବାର ଗୋଛାପଡା ଥାନା ଅଧିକାରୀ ଚିରଞ୍ଜୀବ ବେହେରା ଙ୍କ ନେତୃତ୍ୱ ରେ ଥାନା ଅଧୀନରେ ଥିବା କୁଇରୀମାଣ୍ଡୁ ପଞ୍ଚାୟତ ର ଗ୍ଲଟ ଓ ଡୁମୁରିକେତା ଗାଁ ନିକଟବର୍ତ୍ତୀ ଜଙ୍ଗଲ ଜମି ମାନଙ୍କରେ ଚାଷ ହୋଇଥିବା ପ୍ରାୟ ୮୭ ହଜାର ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦିଆଯାଇଛି I