କଟକ ପୌରାଞ୍ଚଳ: ଚୌଧୁରୀ ବଜାର ସ୍ଥିତ ବିଜୁ ଭବନରେ ଶୁକ୍ରବାର କଟକ ମହାନଗର ନିଗମର ୩୫ ତମ କାଉନସିଲ୍ ବୈଠକ ଅନୁଷ୍ଠିତ ହୋଇଯାଇଛି
Cuttack M Corp PS, Cuttack | Sep 12, 2025
ମେୟର ସୁବାସ ସିଂହ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଦିନ ୩ଟା ପର୍ଯ୍ୟନ୍ତ ଚଳିତ କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା, ଦଶହରା ପୂର୍ବରୁ ରାସ୍ତା ଓ...